Sujata’s Entry Sparks Debate: ସନ୍ନ୍ୟାସୀରୁ ପୁଣି ନେତା ହେବେ କି ପାଣ୍ଡିଆନ୍ ? ସୁଜାତାଙ୍କ ସହ BJDକୁ ମାରିବେ କି ଏଣ୍ଟ୍ରି ?
ବର୍ଷକର ଲୁଚକାଳି ଖେଳ ପରେ...ଧୀରେ ଧୀରେ ପୁଣି ପାର୍ଟି ପଲିଟିକ୍ସରେ ଆବିର୍ଭାବକୁ ନେଇ ସରଗରମ ବିଜେଡି ରାଜନୀତି । ଏଥର ପୁଣି ଏକା ନୁହେଁ ସାଙ୍ଗରେ ଅଛନ୍ତି ପତ୍ନୀ ସୁଜାତା କାର୍ତ୍ତିକେୟନ।