Summer Heat Intensifies Water Crisis, Villagers Fight for Drinking Water in Odisha
#ପିଇବା_ପାଣି_ପାଇଁ_ନିଇତି_ସଂଘର୍ଷ ଗ୍ରୀଷ୍ମ ବଢୁଛି, ଆଉ ତା ସହ ତାଳ ଦେଇ ଲୋକଙ୍କର ଜଳକଷ୍ଟ ବି ବଢିବାରେ ଲାଗିଛି। ଟୋପାଏ ପାଣି ପାଇଁ ନିଇତି ସଂଘର୍ଷ କରୁଛନ୍ତି ଗାଁଲୋକେ। କେଉଁଠି ନଳକୂପ ଅଚଳ ହୋଇ ପଡିଛି, ତ ପୁଣି କେଉଁଠି ଥାଇ କି ବି ନଥିଲା
#ପିଇବା_ପାଣି_ପାଇଁ_ନିଇତି_ସଂଘର୍ଷ
ଗ୍ରୀଷ୍ମ ବଢୁଛି, ଆଉ ତା ସହ ତାଳ ଦେଇ ଲୋକଙ୍କର ଜଳକଷ୍ଟ ବି ବଢିବାରେ ଲାଗିଛି। ଟୋପାଏ ପାଣି ପାଇଁ ନିଇତି ସଂଘର୍ଷ କରୁଛନ୍ତି ଗାଁଲୋକେ। କେଉଁଠି ନଳକୂପ ଅଚଳ ହୋଇ ପଡିଛି, ତ ପୁଣି କେଉଁଠି ଥାଇ କି ବି ନଥିଲା