Summer Skin Care Tips: ଏହି ସବୁ ଉପାୟ କଲେ ଖରାଦିନେ ଦେଖାଯିବନି ଚର୍ମ ସମସ୍ୟା, ପୂରା ଚମକିବ

ଗ୍ରୀଷ୍ମ ଋତୁରେ ଝାଳ ହୋଇ ଅସ୍ତବ୍ୟସ୍ତ ଲାଗିବା ସହ ଘିମିରି ହେବା, କୁଣ୍ଡାଇ ହୋଇ ଫଳିଯିବା, ଚମଡା ଲାଲ୍ ପଡ଼ିଯିବା ପରି ସମସ୍ୟା ମଧ୍ୟ ଦେଖା ଯାଇଥାଏ। ଏସବୁ ଅନ୍ୟମାନଙ୍କୁ ଭାରି ସାଧାରଣ ମନେ ହେଲେ ବି ଭୁକ୍ତଭୋଗୀଙ୍କୁ କେବଳ ଯେ ଶାରୀରିକ କଷ୍ଟ ଦିଏ ତା' ନୁହେଁ, ମାନସିକ ସ୍ତରରେ ମଧ୍ୟ ଅସ୍ତବ୍ୟସ୍ତ ଏବଂ ଅସହାୟ କରି ଦିଏ। ଚାଲନ୍ତୁ ଜାଣିବା ସାଧାରଣତଃ ଚର୍ମର କେଉଁ ସମସ୍ୟା ଗ୍ରୀଷ୍ମ ଋତୁରେ ଅଧିକ ଦେଖାଯାଏ ଏବଂ ସେଥିରୁ ରକ୍ଷା ପାଇବାର ଉପାୟ କ’ଣ?

Summer Skin Care Tips: ଏହି ସବୁ ଉପାୟ କଲେ ଖରାଦିନେ ଦେଖାଯିବନି ଚର୍ମ ସମସ୍ୟା, ପୂରା ଚମକିବ
Array