Sunny Deol: ସନ୍ନି ଦେଓଲ କହିଲେ ସେ କାହିଁକି ଫିଲ୍ମରେ ରାଗନ୍ତି
ଫିଲ୍ମ 'ଜାଟ୍'ରେ ସନ୍ନି ଦେଓଲ ଏକ ଉପକୂଳବର୍ତ୍ତୀ ଗାଁକୁ ଯାଆନ୍ତି ଯେଉଁଠାରେ ରାଣା ତୁଙ୍ଗା (ରଣଦୀପ ହୁଡା)ର ରାଜ୍ ଚାଲେ। ଏହା ପରେ ସନ୍ନି ଦେଓଲ ତାଙ୍କର ଚିରାଚରିତ ଢଙ୍ଗରେ(କ୍ରୋଧର ଭୂମିକା) ଗାଁରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ନ୍ତି। ତେବେ ସେ ଫିଲ୍ମରେ କାହିଁକି ରାଗନ୍ତି ସେ କଥା କହିଛନ୍ତି।