ଫ୍ୟାଶନ ଦୁନିଆରେ ନୂଆ ଟ୍ରେଣ୍ଡ୍; ପାଇପିଂ ଡିଜାଇନ ବ୍ଲାଉଜ୍
ସମୟ ବଦଳୁଛି। ତା’ସହ ପାଦମିଳାଇ ଫ୍ୟାଶନ ଦୁନିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯୁବତୀ ହୁଅନ୍ତୁ ଅବା ଗୃହିଣୀ ଦିନକୁ ଦିନ ନୂଆ ଟ୍ରେଣ୍ଡକୁ ଆପଣଉଛନ୍ତି। ଆଉଟଫିଟ୍ ଓ୍ବେଷ୍ଟର୍ନ ହେଉ କି ଇଣ୍ଡିଆନ୍ ତାହାର ଚାହିଦା ବଢ଼ିଚାଲିଛି। ତାହା ମଧ୍ୟରୁ ଅନ୍ୟତମ ହେଲା ପାଇପିଂ ଡିଜାଇନ ବ୍ଲାଉଜ୍। ଜାଣନ୍ତୁ ସେ ସମ୍ପର୍କରେ.. ପାଇପିଂ ଡିଜାଇନ ବ୍ଲାଉଜ୍ ସମୟ ବଦଳୁଛି। ତା’ସହ ପାଦମିଳାଇ ଫ୍ୟାଶନ ଦୁନିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯୁବତୀ ହୁଅନ୍ତୁ ଅବା ଗୃହିଣୀ ଦିନକୁ […] The post ଫ୍ୟାଶନ ଦୁନିଆରେ ନୂଆ ଟ୍ରେଣ୍ଡ୍; ପାଇପିଂ ଡିଜାଇନ ବ୍ଲାଉଜ୍ appeared first on Dharitri Odia News.
ସମୟ ବଦଳୁଛି। ତା’ସହ ପାଦମିଳାଇ ଫ୍ୟାଶନ ଦୁନିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯୁବତୀ ହୁଅନ୍ତୁ ଅବା ଗୃହିଣୀ ଦିନକୁ ଦିନ ନୂଆ ଟ୍ରେଣ୍ଡକୁ ଆପଣଉଛନ୍ତି। ଆଉଟଫିଟ୍ ଓ୍ବେଷ୍ଟର୍ନ ହେଉ କି ଇଣ୍ଡିଆନ୍ ତାହାର ଚାହିଦା ବଢ଼ିଚାଲିଛି। ତାହା ମଧ୍ୟରୁ ଅନ୍ୟତମ ହେଲା ପାଇପିଂ ଡିଜାଇନ ବ୍ଲାଉଜ୍। ଜାଣନ୍ତୁ ସେ ସମ୍ପର୍କରେ..
ପାଇପିଂ ଡିଜାଇନ ବ୍ଲାଉଜ୍
ସମୟ ବଦଳୁଛି। ତା’ସହ ପାଦମିଳାଇ ଫ୍ୟାଶନ ଦୁନିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯୁବତୀ ହୁଅନ୍ତୁ ଅବା ଗୃହିଣୀ ଦିନକୁ ଦିନ ନୂଆ ଟ୍ରେଣ୍ଡକୁ ଆପଣଉଛନ୍ତି। ଆଉଟଫିଟ୍ ଓ୍ବେଷ୍ଟର୍ନ ହେଉ କି ଇଣ୍ଡିଆନ୍ ତାହାର ଚାହିଦା ବଢ଼ିଚାଲିଛି। ତାହା ମଧ୍ୟରୁ ଅନ୍ୟତମ ହେଲା ପାଇପିଂ ଡିଜାଇନ ବ୍ଲାଉଜ୍। ଜାଣନ୍ତୁ ସେ ସମ୍ପର୍କରେ..
ରାଉଣ୍ଡ ନେକ୍ ପାଇପିଂ ବ୍ଳାଉଜ୍
ଅଶୀ ଦଶକରେ ରାଉଣ୍ଡ ନେକ୍ ବ୍ଲାଉଜ୍ ଉପରେ ପାଇପିଂ ବ୍ଲାଉଜ୍ର ବହୁ ପ୍ରଚଳନ ଥିଲା। ଏହି ଡିଜାଇନ ସବୁ ବର୍ଗର ମହିଳାଙ୍କୁ ବେଶ୍ ପସନ୍ଦ ଆସିଥାଏ। ଆଜି ବି ଏହିପରି ବ୍ଲାଉଜ୍ରେ ସବୁ ପ୍ରକାର ଶାଢ଼ି ପିନ୍ଧିପାରିବେ। ଆପଣ ନିଜ ବ୍ଲାଉଜ୍ର ନେକ୍ ଲାଇନକୁ ଆଉଟ୍ ଲାଇନ୍ କରିବା ପାଇଁ ଡାର୍କ ଏବଂ ଲାଇଟ୍ ଶେଡ୍ ପାଇପିଂ ଲଗାଇପାରିବେ। ପୁଣି କ୍ଲାସିକ୍ ଲୁକ୍ ପାଇବାକୁ ହେଲେ ମଲ୍ଟି କଲର ପାଇପିଂ ଲଗାଇପାରିବେ। ଏହିଭଳି ବ୍ଲାଉଜ୍କୁ ଆପଣ କର୍ଟନ ,ସିଲ୍କ କିମ୍ବା ସାଟନ ଫାବ୍ରିକ୍ ଶାଢ଼ି ସହ ପିନ୍ଧିପାରିବେ।
ଭି -ନେକ୍ ପାଇପିଂ ବ୍ଲାଉଜ୍
ଭି ନେକ୍ ବ୍ଲାଉଜ୍ର ସାଇଡ୍ରେ କଣ୍ଟ୍ରାଷ୍ଟ ପାଇପିଂ ଲଗାନ୍ତୁ। ତେବେ ଶାଢ଼ି ଲୁକ୍ରେ ଏକ ଅଲଗା ଗ୍ଲାମର ଯୋଡ଼ିହୋଇଯିବ। ଆଜି ବି ଏହି ପାଇପିଂ ଡିଜାଇନ୍ର ବହୁତ କ୍ରେଜ୍ ଚାଲିଛି। ଏହା ଆପଣଙ୍କ ଲୁକ୍କୁ ମର୍ଡନ ଟଚ୍ ଦେବ।
ବ୍ୟାକ୍ଲେସ୍ ପାଇପିଂ ବ୍ଲାଉଜ୍
ବ୍ୟାକ୍ଲେସ୍ ବ୍ଲାଉଜ୍ କ୍ରିସ୍ କ୍ରସ୍ ପାଇପିଂ ଡିଜାଇନ ସେ ସମୟରେ ବହୁତ ବୋଲ୍ଡ ମାନିଥାନ୍ତି। ଆଜି ବି ଏହିପରି ବ୍ଲାଉଜ୍ ଡିଜାଇନ୍ର ପ୍ରଚଳନ ଚାଲିଛି। ଏହି ପ୍ରକାର ବ୍ଲାଉଜ୍ ଆପଣ କୌଣସି ପାର୍ଟି, ବାହାଘର ଆଦିରେ ପିନ୍ଧିପାରିବେ।
ବେଲ୍ ସ୍ଲିବ୍ ପାଇପିଂ ବ୍ଲାଉଜ୍ ୮୦ ଦଶକରେ ଏହି ପ୍ରକାର ବ୍ଲାଉଜ୍ ବହୁ ଲୋକପ୍ରିୟ ଥିଲା। ଏହି ଡିଜାଇନ ହାଲ୍କା ଫାବ୍ରିକ୍ ଏବଂ ଚମକିଲା ଭଳି ରଙ୍ଗ ସହ ବହୁତ ସୁନ୍ଦର ମାନିଥାଏ।
The post ଫ୍ୟାଶନ ଦୁନିଆରେ ନୂଆ ଟ୍ରେଣ୍ଡ୍; ପାଇପିଂ ଡିଜାଇନ ବ୍ଲାଉଜ୍ appeared first on Dharitri Odia News.