Suspension: କର୍ଣ୍ଣାଟକ ବିଧାନସଭାରେ ୧୮ ବିଜେପି ବିଧାୟକଙ୍କୁ ୬ ମାସ ସସପେଣ୍ଡ, ଟେକି ଟେକି ଆଣିଲେ

ବିଶୃଙ୍ଖଳିତ ଆଚରଣ ପାଇଁ କର୍ଣ୍ଣାଟକ ବାଚସ୍ପତି ୟୁଟି ଖାଡେର ୧୮ ବିଧାୟକଙ୍କୁ ଗୃହରୁ ବାହାରି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିଧାୟକ ବାହାରକୁ ନଯିବାରୁ ଶେଷରେ ମାର୍ଶାଲ ଲଗାଇ ଟେକି ଟେକି ସେଠୁ ବହାରକୁ ବାହାର କରିଛନ୍ତି।

Suspension: କର୍ଣ୍ଣାଟକ ବିଧାନସଭାରେ ୧୮ ବିଜେପି ବିଧାୟକଙ୍କୁ ୬ ମାସ ସସପେଣ୍ଡ, ଟେକି ଟେକି ଆଣିଲେ
Array