Suspicious Death Case: ମୃତ୍ୟୁର ୩ ଦିନ ପରେ ମାଟିତଳୁ କଢାଯିବ ମହିଳାଙ୍କ ଶବ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୃତ୍ୟୁର ୩ ଦିନ ପରେ ମାଟି ତଳୁ କଢାଯିବ ପୋତାଯାଇଥିବା ଶବ । ପୋଷ୍ଟମର୍ଟମ କରି ପ୍ରକୃତ ସତ୍ୟାସତ୍ୟ ପଦାକୁ ଆଣିବାକୁ ଏଭଳି ପଦକ୍ଷେପ ନେଇଛି ବଲାଙ୍ଗୀର ପୋଲିସ ।

Suspicious Death Case: ମୃତ୍ୟୁର ୩ ଦିନ ପରେ ମାଟିତଳୁ କଢାଯିବ ମହିଳାଙ୍କ ଶବ
Array