Taapsee Pannu: ଗରିବ ଲୋକଙ୍କୁ ପଙ୍ଖା ଏବଂ କୁଲର ବାଣ୍ଟିଲେ ତାପସୀ ପନ୍ନୁ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ତାପସୀ ପନ୍ନୁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ପ୍ରଚଣ୍ଡ ଗରମରେ ଗରିବ ଲୋକଙ୍କ ପାଇଁ ଅଭିନେତ୍ରୀ ଜଣକ ସାହାରା ପାଲଟିଛନ୍ତି। ସେ ବସ୍ତିରେ ରହୁଥିବା ଅସହାୟ ଲୋକଙ୍କୁ ପଙ୍ଖା ଏବଂ କୁଲର ବାଣ୍ଟିଛନ୍ତି। ସେ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Taapsee Pannu: ଗରିବ ଲୋକଙ୍କୁ ପଙ୍ଖା ଏବଂ କୁଲର ବାଣ୍ଟିଲେ ତାପସୀ ପନ୍ନୁ
Array