Tahir Raj Bhasin: ୨୫୦ ଥର ପ୍ରତ୍ୟାଖ୍ୟାନ ପରେ ବି ହାର ମାନି ନଥିଲେ 'ମର୍ଦାନୀ’ର ଭିଲେନ୍
ସ୍ୱପ୍ନର ସହର ମୁମ୍ବାଇରେ ସମସ୍ତଙ୍କ ପାଇଁ ଅଭିନେତା ହେବା କଷ୍ଟକର। ଏପରି ଅନେକ ତାରକା ଏଠାକୁ ଆସିଛନ୍ତି। କେତେକ କଠିନ ପରିଶ୍ରମ କରି ବାଦଶାହା ହୋଇଛନ୍ତି ତ ଆଉ କେହି ପ୍ରତ୍ୟାଖ୍ୟାନର ଯନ୍ତ୍ରଣା ସହି ହଜି ଯାଇଛନ୍ତି। କିନ୍ତୁ ଆଜି ଆମେ ଏମିତି ଜଣେ ଅଭିନେତାଙ୍କ ବିଷୟରେ ଜାଣିବା ଯିଏ ୪ କି ୫ ଥର ନୁହେଁ ୨୫୦ ଥର ପ୍ରତ୍ୟାଖ୍ୟାନ ହେବା ପରେ ମଧ୍ୟ ହାର ମାନି ନଥିଲେ।