War Siren Simulation in India: ଆସନ୍ତାକାଲି ସୁରକ୍ଷା ମକଡ୍ରିଲ୍, ଅପରାହ୍ନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍
‘କାଲି ବାଜିବ ଯୁଦ୍ଧ ସାଇରନ୍ ’। ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ୭ ତାରିଖ, ବୁଧବାର ଅପରାହ୍ନ ଠିକ୍ ୪ଟା । ସେତିକିବେଳେ ଦେଶବ୍ୟାପୀ ଗର୍ଜିବ ସାଇରନ୍ । ପହଲଗାମ୍ ଆତଙ୍କୀ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଭଳି ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ଉପୁଜିଛି ।