ନବୀନଙ୍କୁ ଭେଟିଲେ ମୋହନ
ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବାକୁ, ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଜଣେଇଲେ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବ୍ୟକ୍ତିଗତ ଭାବେ ସେ ନବୀନ ନିବାସରେ ପହଞ୍ଚି, ନବୀନଙ୍କୁ ଶପଥ ଉତ୍ସବରେ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି।