Tamil And Kannada Controversy: କେଉଁଠାରୁ ଉତ୍ପତ୍ତି ହେଲା ଭାରତର ସମସ୍ତ ଭାଷା ? ତାମିଲ ଓ କନ୍ନଡ଼ ଭାଷା ମଧ୍ୟରେ ସମ୍ପର୍କ କ’ଣ ?

କମଲ ହାସନ ଶିବ ରାଜକୁମାରଙ୍କୁ କହିଥିଲେ, "ତୁମେ କର୍ଣ୍ଣାଟକରେ ରହୁଥିବା ମୋର ପରିବାର ଏବଂ ସେଥିପାଇଁ ତୁମେ ଏଠାକୁ ଆସିଛ। ତୁମର ଭାଷା ତାମିଲରୁ ଜନ୍ମ ହୋଇଛି ଏବଂ ସେଥିପାଇଁ ତୁମେ ଏହାର ଏକ ଅଂଶ। ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା । କିଛି ଲୋକ କର୍ଣ୍ଣାଟକରେ ତାଙ୍କ ଆଗାମୀ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି । ସେପଟେ ତାମିଲ ଅଭିନେତା ଶିବରାଜ କୁମାର ସେହି ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏନେଇ କିଛି କହିନଥିବାରୁ ତାଙ୍କୁ ଟ୍ରୋଲ କରାଯାଉଛି ।

Tamil And Kannada Controversy: କେଉଁଠାରୁ ଉତ୍ପତ୍ତି ହେଲା ଭାରତର ସମସ୍ତ ଭାଷା ? ତାମିଲ ଓ କନ୍ନଡ଼ ଭାଷା ମଧ୍ୟରେ ସମ୍ପର୍କ କ’ଣ ?
Array