Tanushree Dutta: ଘରେ ଦିଆଯାଉଛି ନିର୍ଯାତନା, କାନ୍ଦି କାନ୍ଦି ଭିଡିଓ କରି କହିଲେ
ତନୁଶ୍ରୀ ଦତ୍ତା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କାନ୍ଦୁଥିବା ଦେଖାଯାଇଛନ୍ତି। ଭିଡିଓରେ ସେ କହିଛନ୍ତି, ବନ୍ଧୁମାନେ ମୋତେ ମୋ ନିଜ ଘରେ ହଇରାଣ କରାଯାଉଛି। ବିରକ୍ତ ହୋଇ ମୁଁ ପୋଲିସକୁ ଡାକିଥିଲି, ପୋଲିସ ଆସିଥିଲେ।