Teacher Transfer Policy in Odisha: ଶିକ୍ଷକ ବଦଳି କୋଟା, ବର୍ଷକୁ ୧୫ ଶିକ୍ଷକଙ୍କୁ ବଦଳି ସୁପାରିସ କରିପାରିବେ ଜନ ପ୍ରତିନିଧି

MP ଓ MLAମାନଙ୍କ ହାତକୁ ଆସିଲା ଶିକ୍ଷକ ବଦଳି କୋଟା ବ୍ୟବସ୍ଥା। ବର୍ଷକୁ ୧୫ ଜଣ ଶିକ୍ଷକଙ୍କୁ ଜିଲ୍ଲା ଭିତରେ ବଦଳି ଲାଗି ସୁପାରିସ କରିପାରିବେ ଜନ ପ୍ରତିନିଧି। ତେବେ ଏହି ନିଷ୍ପତ୍ତିକୁ ନେଇ ଜୋର୍ ଧରିଛି ରାଜନୀତି। ସେପଟେ ଶିକ୍ଷକ ସଂଘ ବ୍ୟବସ୍ଥାର ସରଳୀକରଣ ସହିତ ଜିଲ୍ଲା ବଦଳରେ ରାଜ୍ୟଭିତ୍ତିକ ବଦଳି ବ୍ୟବସ୍ଥା ଲାଗୁ ହେବା ଆବଶ୍ୟକ ବୋଲି କହିଛି।

Teacher Transfer Policy in Odisha: ଶିକ୍ଷକ ବଦଳି କୋଟା, ବର୍ଷକୁ ୧୫ ଶିକ୍ଷକଙ୍କୁ ବଦଳି ସୁପାରିସ କରିପାରିବେ ଜନ ପ୍ରତିନିଧି
Array