Technology: ନମ୍ବର ସେଭ୍‌ ନ ଥିଲେ ବି ହୋଇପାରିବ ହ୍ୱାଟ୍ସଆପ୍ କଲ୍; ଜାଣନ୍ତୁ କେମିତି…

ବେଳେବେଳେ ନମ୍ବର ସେଭ୍ ନ କରି କାହାକୁ କଲ୍‌ କରିବାର ଆବଶ୍ୟକ ପଡେ। ବର୍ତ୍ତମାନ ଆପଣ ନମ୍ବର ସେଭ୍ ନ କରି ମଧ୍ୟ ହ୍ୱାଟ୍ସଆପ୍ କଲ୍‌ କରିପାରିବେ। ତେବେ ଏହାକୁ କେମିତି କରିବେ ଆସନ୍ତୁ ଜାଣିବା।

Technology: ନମ୍ବର ସେଭ୍‌ ନ ଥିଲେ ବି ହୋଇପାରିବ ହ୍ୱାଟ୍ସଆପ୍ କଲ୍; ଜାଣନ୍ତୁ କେମିତି…
Array