Tensions Rise between India and Pakistan: ଭାରତର ଆକ୍ସନ ପରେ ଭୟରେ ପାକିସ୍ତାନ୍, ପାକ୍ ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀ ବୈଠକ
ପାକିସ୍ତାନର ସରକାରୀ ରେଡିଓ ଚ୍ୟାନେଲ 'ରେଡିଓ ପାକିସ୍ତାନ'ର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଏସସି ବୈଠକରେ ଭାରତର ନେଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯିବ।