Terrorists Houses Blown Up: ଆଉ ୩ ଲସ୍କର ଆତଙ୍କୀଙ୍କ ଘର ଉଡ଼ାଇଲେ ସେନା

ଆତଙ୍କବାଦୀଙ୍କ ବିରୋଧରେ ସେନାର ଆକ୍ସନ । ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଆଉ ତିନି ଜଣ ଆତଙ୍କବାଦୀଙ୍କ ଘରକୁ ଆଇଇଡି ସାହାଯ୍ୟରେ ଉଡାଇ ଦେଲେ ସୁରକ୍ଷାବାହିନୀ । ଦିନକ ପୂର୍ବରୁ ଦୁଇ ଲସ୍କର ଆତଙ୍କୀ ଘର ଭଙ୍ଗା ଯାଇଥିଲା ।

Terrorists Houses Blown Up: ଆଉ ୩ ଲସ୍କର ଆତଙ୍କୀଙ୍କ ଘର ଉଡ଼ାଇଲେ ସେନା
Array