Thailand-Cambodia Clash:ମନ୍ଦିରକୁ ନେଇ ଘମାଘୋଟ ଲଢ଼େଇ, ଆରମ୍ଭ ଆଉ ଏକ ମହାଯୁଦ୍ଧ
ଦୁଇ ଦେଶ ମଧ୍ୟରେ ବିବାଦର ଆରମ୍ଭ ବିଂଶ ଶତାବ୍ଦୀରୁ ହୋଇଥିବା କୁହାଯାଉଛି । ୧୯୦୭ରେ ଫ୍ରାନ୍ସ ଉପନିବେଶ ଯେଉଁ ନକ୍ସା ତିଆରି କଲେ, ସେଥିରେ ଏହି ମନ୍ଦିରକୁ କମ୍ବୋଡିଆର ବୋଲି ଦର୍ଶାଯାଇଥିଲା । ସେତେବେଳେ ଥାଇଲାଣ୍ଡ ଏହାକୁ ଗ୍ରହଣ କରିଥିଲା । କିନ୍ତୁ ୧୯୩୦ ପରେ ଏହାକୁ ବିରୋଧ କରିଥିଲା ଥାଇଲାଣ୍ଡ ।