Chenab Bridge Inaguration: ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ ଲୋକାର୍ପିତ କଲେ ମୋଦି, କାଶ୍ମୀର ପାଇଁ ୪୪ ହଜାର କୋଟିର ପ୍ରକଳ୍ପ
ଦୁର୍ଗମ ହିମାଳୟ ପର୍ବତର ଛାତି ଚିରି ଉପତ୍ୟକାକୁ ସାରା ଭାରତ ସହ ଯୋଡୁଥିବା ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ବ୍ରିଜର ଲୋକାର୍ପଣ ସହ ପ୍ରାୟ ୪୪ ହଜାର କୋଟିର ଉନ୍ନୟନ ପ୍ରକଳ୍ପର ବି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।