The Kapoor Family: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଫଟୋ ଉଠାଇଲେ କପୁର ପରିବାର; ଫଟୋ ଭାଇରାଲ୍
ଶୋ’ମ୍ୟାନ୍ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ମହୋତ୍ସବ ପାଇଁ କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହାର ଅନେକ ଫଟୋ ମଧ୍ୟ କ୍ଲିକ୍ କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋଗୁଡିକ ଭାଇରାଲ ହେଉଛି। ଆସନ୍ତୁ ନଜର ପକାଇବା