The Raja Saab Teaser: ଆସିଲା 'ଦି ରାଜା ସାବ'ର ଦମଦାର ଟିଜର୍; ନୂଆ ଅବତାରରେ ପ୍ରଭାସ

ପ୍ରଭାସଙ୍କ ଫିଲ୍ମ 'ଦି ରାଜା ସାବ'ର ଟିଜର୍‌ ରିଲିଜ୍ ହୋଇଛି। ପ୍ରଭାସ ଦୁଇଟି ଭିନ୍ନ ଲୁକ୍‌ରେ ନଜର ଆସିଛନ୍ତି। ତେବେ ଟିଜରରେ ସଞ୍ଜୟ ଦତ୍ତଙ୍କ ଲୁକ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

The Raja Saab Teaser: ଆସିଲା 'ଦି ରାଜା ସାବ'ର ଦମଦାର ଟିଜର୍; ନୂଆ ଅବତାରରେ ପ୍ରଭାସ
Array