Three Odisha Govt Employees Arrested Over Duping Job Aspirants on Pretext of Employment
ସରକାରୀ ଚାକିରିର ଲୋଭ ଦେଖାଇ ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା। ହେଉଥିଲେ ମାଲେମାଲ। ନିଜେ ବଡ଼ ପଦବୀରେ ଥାଇ ବି ନିରୀହ ଯୁବକଯୁବତୀଙ୍କୁ ଲୁଟିବାକୁ ପଛାଇ ନାହାନ୍ତି ୩ ଠକ । ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଅନ୍ୟ ଜଣେ ଯନ୍ତ୍ରୀ ଥିବା ଜଣାଯାଇଛି