Tigress Zeenat: ବାଘୁଣୀ ‘ଜୀନତ୍’କୁ ନେଇ ରାଜନୀତି କରୁଛି ପଶ୍ଚିମବଙ୍ଗ; ଟ୍ରାଙ୍କୁଲାଇଜ୍ ହେବା ୩ ଦିନ ପରେ ବି ଛାଡ଼ୁନି....

ଜୀନତ୍ ଟ୍ରାଙ୍କୁଲାଇଜ୍ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ଆଲିପୁର ଚିଡ଼ିଆଖାନାରେ ବନ୍ଦୀ ଜୀବନ ବିତାଉଛି ଏହି ମରାଠା ବାଘୁଣୀ। ଯନ୍ତା ଭିତରେ ରହି ଏକ ପ୍ରକାର ଅସହାୟ ହୋଇଗଲାଣି।

Tigress Zeenat: ବାଘୁଣୀ ‘ଜୀନତ୍’କୁ ନେଇ ରାଜନୀତି କରୁଛି ପଶ୍ଚିମବଙ୍ଗ; ଟ୍ରାଙ୍କୁଲାଇଜ୍ ହେବା ୩ ଦିନ ପରେ ବି ଛାଡ଼ୁନି....
Array