Tobacco Effect: ଆପଣ ଖାଉଥିବା ପାନ ଦେହ ପାଇଁ ଭଲ ନା ଖରାପ, ଜାଣନ୍ତୁ

ପାଟି ଭିତରେ କୌଣସି ଛୋଟ ବ୍ରଣ ପରି ହୋଇଥିବା ବୃଦ୍ଧି ଯଦି ଘଟୁଛି ତେବେ ଡେରି ନକରି ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଗାଁ ଗହଳିରେ ଆପଣମାନେ ଦେଖିଥିବେ ପାଟିରେ କଳ ପାଖରେ ଗୁଡ଼ାଖୁ, ଗୁଟଖା ଆଦି ଜାକି ରଖିଥିବେ ବହୁ ସମୟ ଯାଏଁ। ସେସବୁ ବହୁତ ସମୟ ପାଟିରେ ରହିଲେ କ୍ଷତିକାରକ । ପାଟିରେ ବିଭିନ୍ନ ପ୍ରକାର ଘା ପରି ବାହାରିବା ସ୍ଥଳେ ଏହା ଧୀରେ ଧୀରେ ଭିତରକୁ ବ୍ୟାପିଯାଏ। ଏହା ଖାଦ୍ୟନଳୀ କ୍ୟାନସର୍ ଓ ପାନକ୍ରିଆସ କ୍ୟାନସରକୁ ମଧ୍ୟ ଡାକିଆଣେ।

Tobacco Effect: ଆପଣ ଖାଉଥିବା ପାନ ଦେହ ପାଇଁ ଭଲ ନା ଖରାପ, ଜାଣନ୍ତୁ
Array