Today Panchang 8th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ୦୮ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ରାତ୍ରି ୦୩.୧୪ ଗତେ ଧନୁ । ତିଥି- ୧୩ଶୀ ରାତ୍ରି ୧୨.୩୮ ଗତେ ୧୪ଶୀ । ଘାତଚନ୍ଦ୍ର- ରାତ୍ରି ୦୩.୧୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Today Panchang 8th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
Array