Tom Cruise surprised everyone: ଫିଲ୍ମରେ ଟମ୍ କ୍ରୁଜଙ୍କ ଷ୍ଟଣ୍ଟ୍ , ପାଣିରେ ୬ମିନିଟ ପାଇଁ ବନ୍ଦ କଲେ ନିଶ୍ବାସ

ଚର୍ଚ୍ଚାରେ ମିଶନ ଇମ୍ପସିବଲ୍ ଷ୍ଟାର ଟମ୍ କ୍ରୁଜ୍ । ଫିଲ୍ମର ଏକ ଷ୍ଟଣ୍ଟରେ ୬ ମିନିଟ ୬ ସେକେଣ୍ଡ ପାଇଁ ନିଶ୍ବାସ ବନ୍ଦ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସାଧାରଣତଃ ୧୦ରୁ ୧୫ ସେକେଣ୍ଡ ଯାଏ ଜଣେ ମଣିଷ ନିଜର ନିଶ୍ବାସ ଅଟକାଇ ପାରିବ ।

Tom Cruise surprised everyone: ଫିଲ୍ମରେ ଟମ୍ କ୍ରୁଜଙ୍କ ଷ୍ଟଣ୍ଟ୍ , ପାଣିରେ ୬ମିନିଟ ପାଇଁ ବନ୍ଦ କଲେ ନିଶ୍ବାସ
Array