Top Banana Exporting: ଭାରତ ନୁହେଁ, ଏହି ଦେଶରେ ସବୁଠୁ ଅଧିକ ରପ୍ତାନୀ ହୁଏ କଦଳୀ

କଦଳୀ ବିଶ୍ୱର ଏକ ଲୋକପ୍ରିୟ ଫଳ ଅଟେ । ଏହା ପାଟିକୁ ଯେମିତି ସୁଆଦିଆ, ଦେହକୁ ମଧ୍ୟ ସେମିତି ହିତକର । ଜାଣନ୍ତି କି, ବର୍ଷ ସାରା ଯେକୌଣସି ଋତୁରେ ମିଳୁଥିବା ଏହି ଫଳ କେଉଁ ଦେଶରେ ସର୍ବାଧିକ ଉତ୍ପାଦନ ଓ ରପ୍ତାନୀ କରାଯାଏ ? ୨୦୨୫ରେ ବିଶ୍ୱରେ ସର୍ବାଧିକ କଦଳୀ ରପ୍ତାନି କରିଥିବା ୫ଟି ଦେଶ ବିଷୟରେ ଜାଣନ୍ତୁ...

Top Banana Exporting: ଭାରତ ନୁହେଁ, ଏହି ଦେଶରେ ସବୁଠୁ ଅଧିକ ରପ୍ତାନୀ ହୁଏ କଦଳୀ
Array