Van Mahotsav Week 2025: ଓଏମସିର ପକ୍ଷରୁ ବନମହୋତ୍ସବ ସପ୍ତାହ ୨୦୨୫ ପାଳିତ; କର୍ମଚାରୀ କଲେ ବୃକ୍ଷରୋପଣ...
ଓଏମସି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ଉଦ୍ୟମ ଗ୍ରହଣ କରିଛି। ବର୍ଷାଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବବିବିଧତାର ସୁରକ୍ଷା ଓ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜନସଚେତନତା ବୃଦ୍ଧି କରିବାକୁ ନିୟମିତ ଅଭିଯାନ ଜାରିରଖିଛି।