Tourist Killed in Tree Collapse : ଦେଖୁ ଦେଖୁ ଉପୁଡି ପଡ଼ିଲା ଗଛ; ଗଦା ହୋଇଗଲା ଡାଳପତ୍ର, ଚାଲିଗଲା ୨ ନୀରିହ ଜୀବନ
ବାଲିର ଉବୁଦ ସ୍ଥିତ ମଙ୍କି ଫରେଷ୍ଟରେ ଘଟିଛି ଏହି ଘଟଣା। ଏଠାରେ ଥିବା ଏକ ବିରାଟକାୟ ବୃକ୍ଷ ଉପୁଡ଼ି ପଡ଼ିବାରୁ ୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପର୍ଯ୍ୟଟକମାନେ ସେଦିନ ମଙ୍କି ଫରେଷ୍ଟରେ ବୁଲାବୁଲି କରୁଥିବା ବେଳେ ଗଛଟି ଉପୁଡ଼ିପଡିଥିଲା।