Traditional Ritual for Cure: ବିଞ୍ଚଣା ଦାନ କଲେ ଦୂର ହେଉଛି ଚର୍ମରୋଗ !

ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ମା’ ପୋଟଲେଇଙ୍କ ମେଳା ହୁଏ । କାହିଁ କେଉଁ କାଳରୁ ଏହି ପୂଜା ହେଉଥିବା ବିଶ୍ୱାସ ରହିଛି । କେବଳ ଟାଙ୍ଗୀ କି କଟକ ବାସିନ୍ଦା ନୁହନ୍ତି, ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ମା’ଙ୍କ ଆଶିଷ ଲାଭ ପାଇଁ ଆସନ୍ତି।

Traditional Ritual for Cure: ବିଞ୍ଚଣା ଦାନ କଲେ ଦୂର ହେଉଛି ଚର୍ମରୋଗ !
Array