Tribal Jewelry: ବଢୁଛି ଆଦିବାସୀ ଅଳଙ୍କାରର ଲୋକପ୍ରିୟତା, ଜାଣନ୍ତୁ କେମିତି ଅଛି ଓଡ଼ିଶା ସାମଗ୍ରୀର ଚାହିଦା

ଆଦିବାସୀ ଅଳଙ୍କାର ଦିନକୁ ଦିନ ଆନ୍ତର୍ଜାତୀୟ ବଜାରରେ ଲୋକପ୍ରିୟ ହେବାରେ ଲାଗିଛି । ଓଡ଼ିଶାର ଆଦିବାସୀ ଅଳଙ୍କାରଗୁଡିକୁ ସ୍ୱତନ୍ତ୍ର, ଚମତ୍କାର ଏବଂ ଆଧୁନିକ ଭାବରେ ବିବେଚନା କରାଯାଉଛି । ଏସବୁ କେମିତି ତିଆରି ହୁଏ ଓ ଏଥିଲାଗି କ'ଣ କ'ଣ ସବୁ ଦରକାର ହୁଏ ତାହା ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ।

Tribal Jewelry: ବଢୁଛି ଆଦିବାସୀ ଅଳଙ୍କାରର ଲୋକପ୍ରିୟତା, ଜାଣନ୍ତୁ କେମିତି ଅଛି ଓଡ଼ିଶା ସାମଗ୍ରୀର ଚାହିଦା
Array