Triptii Dimri: ଡିପ୍ନେକ୍ ନେଟ୍ ଗାଉନରେ ତୃପ୍ତି ଡିମ୍ରୀଙ୍କ ଜଲ୍ୱା
ବଲିଉଡ୍ ଫିଲ୍ମ 'ଆନିମଲ୍' ମାଧ୍ୟମରେ ଲୋକଙ୍କ ହୃଦୟକୁ କାବୁ କରିଥିବା ଅଭିନେତ୍ରୀ ତୃପ୍ତି ଡିମ୍ରୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଲୋକପ୍ରିୟ। ସେ ପ୍ରତିଦିନ ପ୍ରଶଂସକଙ୍କ ସହିତ ନିଜର ଗ୍ଲାମରସ୍ ଫଟୋ ଶେୟାର କରନ୍ତି। ବର୍ତ୍ତମାନ ତୃପ୍ତି ନେଟ୍ ଗାଉନରେ ତାଙ୍କର ଆକର୍ଷଣୀୟ ଫଟୋକୁ ଶେୟାର କରିଛନ୍ତି।