Truck full of beer fell down: ଧସିଲା ମାଟି, ଟ୍ରକ ଓଲଟି ରାସ୍ତା ସାରା ମଦର ବନ୍ୟା

ଧସିଲା ମାଟି, ତଳକୁ ଖସିଲା ମଦ ବୋଝେଇ ଟ୍ରକ । ଢାଳି ହୋଇଗଲା ପେଟି ପେଟି ମଦ । ହରିୟାଣାର  ଗୁରଗାଓଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା କାରଣରୁ ଦିଲ୍ଲୀ ଓ ହରିୟାଣାର ସ୍ଥିତି ବେହାଲ ହୋଇଛି ।

Truck full of beer fell down: ଧସିଲା ମାଟି, ଟ୍ରକ ଓଲଟି ରାସ୍ତା ସାରା ମଦର ବନ୍ୟା
Array