SCB କଲା କମାଲ୍‌

ଏ ନିରୀହ କୁନିକୁନି ଆଖି ଯୋଡ଼ାକ ଅନେକ ସ୍ୱପ୍ନ ଦେଖିବା ଆଗରୁ ଭାଗ୍ୟ ଟାଣି ଦେଇଥିଲା ଲକ୍ଷ୍ମଣ ଗାର । ଛଡ଼ାଇ ନେଇଥିଲା ଗଡ଼ । ପାଦରେ ପାଦ ମିଶାଇ ଚାଲିବାକୁ ଅକ୍ଷମ କରାଇଦେଇଥିଲା

SCB କଲା କମାଲ୍‌
Array