Gang-rape in Jajpur: ଛେଳି ଚରାଇବାକୁ ଯାଇଥିବାବେଳେ ଗଣଦୁଷ୍କର୍ମ, ୨ ଗିରଫ

ଛେଳି ଚରାଇବାକୁ ଯାଇଥିବାବେଳେ ଗଣଦୁଷ୍କର୍ମର ଶିକାର ହେଲେ ମହିଳା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏହାସହ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା ପାଇଁ ପଠାଇଛି ପୋଲିସ।

Gang-rape in Jajpur: ଛେଳି ଚରାଇବାକୁ ଯାଇଥିବାବେଳେ ଗଣଦୁଷ୍କର୍ମ, ୨ ଗିରଫ
Array