Sonakshi Sinha: ପାଖରେ ନାହାନ୍ତି ସ୍ୱାମୀ; ସୋନାକ୍ଷୀ ଏକୁଟିଆ ପାଳିଲେ ହୋଲି ଉତ୍ସବ

ସାରା ଦେଶରେ ଉଡୁଛି ରଙ୍ଗ। ବଲିଉଡ୍‌ ତାରକାମାନେ ମଧ୍ୟ ହୋଲି ଉତ୍ସବରେ ମଜ୍ଜିଛନ୍ତି। ନିକଟରେ ସୋନାକ୍ଷୀ ସିହ୍ନା ବିବାହ ପରେ ତାଙ୍କର ପ୍ରଥମ ହୋଲିର ଫଟୋ ମଧ୍ୟ ପୋଷ୍ଟ୍‌ କରିଛନ୍ତି। ଏହାକୁ ନେଇ ସେ କିନ୍ତୁ ଟ୍ରୋଲ୍‌ ହୋଇଛନ୍ତି ଆଉ ଟ୍ରୋଲରମାନଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି।

Sonakshi Sinha: ପାଖରେ ନାହାନ୍ତି ସ୍ୱାମୀ; ସୋନାକ୍ଷୀ ଏକୁଟିଆ ପାଳିଲେ ହୋଲି ଉତ୍ସବ
Array