Tulsi Plant: ଏହି ଦିଗରେ ଲଗାନ୍ତୁ ତୁଳସୀ ଗଛ, ଘରକୁ ଆସିବ ସୁଖ ସମୃଦ୍ଧି

ଆମେ ଯେଉଁ ତୁଳସୀ ଗଛକୁ ପୂଜା କରୁଛେ ତାହାର ବଟାନିକାଲ୍ ନାମ ହେଉଛି “ଓସିମମ୍ ସାଙ୍କଟ୍‌ମ” ଏହାର ପତ୍ରର ରଙ୍ଗ ସବୁଜ । ଶାସ୍ତ୍ର କହେ ଯେଉଁ ସ୍ଥାନରେ ଗୋଟେ ହେଲେ ଏହି ତୁଳସୀ ଗଛ ଅଛି ସେହି ସ୍ଥାନରେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କ ନିବାସ ଅଛି ।

Tulsi Plant: ଏହି ଦିଗରେ ଲଗାନ୍ତୁ ତୁଳସୀ ଗଛ, ଘରକୁ ଆସିବ ସୁଖ ସମୃଦ୍ଧି
Array