Twice‑elected Sarpanch Narayan Chandra Jena Struggles in Poverty, Refuses to Plead with Officials
#ଦରଦୀ_ସରପଞ୍ଚଙ୍କ_ଦରଦ_କଥା ଦୁଇ ଦୁଇ ଥରର ସରପଞ୍ଚ। ହେଲେ ରହୁଛନ୍ତି ଭଙ୍ଗା ଦଦରା ଚାଳ ଘରେ। ଲୋକଙ୍କ ପାଇଁ ଅନେକ କିଛି କରିଛନ୍ତି, ହେଲେ ନିଜ ପାଇଁ ଘର ଖଣ୍ଡିଏ କରି ପାରିନାହାନ୍ତି। ଘର ଛପର ଦେଇ ଆକାଶ ଦେଖାଯାଉଛି। ଏମିତିକି ବର୍ଷା ହେଲେ ଘର
#ଦରଦୀ_ସରପଞ୍ଚଙ୍କ_ଦରଦ_କଥା
ଦୁଇ ଦୁଇ ଥରର ସରପଞ୍ଚ। ହେଲେ ରହୁଛନ୍ତି ଭଙ୍ଗା ଦଦରା ଚାଳ ଘରେ। ଲୋକଙ୍କ ପାଇଁ ଅନେକ କିଛି କରିଛନ୍ତି, ହେଲେ ନିଜ ପାଇଁ ଘର ଖଣ୍ଡିଏ କରି ପାରିନାହାନ୍ତି। ଘର ଛପର ଦେଇ ଆକାଶ ଦେଖାଯାଉଛି। ଏମିତିକି ବର୍ଷା ହେଲେ ଘର