Uniform And Id Card Stolen: ୨ ଦିନ ପରେ ଚୋର ପୁଣି ଥରେ ଫେରିଥିଲେ, ଏଥର କିନ୍ତୁ ଚୋରି ପାଇଁ ନୁହେଁ

ଚୋରି ଘଟଣା ସୁଚିନ୍ତିତ ଯୋଜନା ଭଳି ମନେ ହେଉଛି। ଚୋରୀ ସମୟରେ ସାର୍ଜେଣ୍ଟ ଘରର ଅନ୍ୟ ଏକ ଅଂଶରେ ଥିଲେ। ଏଥିରୁ ଜଣାପଡ଼ୁଛି ଚୋରମାନଙ୍କୁ ଘରର ନକ୍ସା ମଧ୍ୟ ଭଲଭାବେ ଜଣାଥିଲା। ସାର୍ଜେଣ୍ଟ ପୁଲିସରେ ଅଭିଯୋଗ ଦାୟର କରିଥିଲେ।

Uniform And Id Card Stolen: ୨ ଦିନ ପରେ ଚୋର ପୁଣି ଥରେ ଫେରିଥିଲେ, ଏଥର କିନ୍ତୁ ଚୋରି ପାଇଁ ନୁହେଁ
Array