Union Budget 2025 : ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି, ୭.୫ କୋଟି କର୍ମଚାରୀଙ୍କ ଉପରେ ଫୋକସ୍‌

ନୂଆଦିଲ୍ଲୀ ୧।୨: ସଂସଦରେ ସାଧାରଣ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲାଗତାର ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରୁଛନ୍ତି । ମୋଦି ୩.O ସରକାରଙ୍କର ଏହା ପୂର୍ଣ୍ଣାଙ୍ଗ ବଜେଟ୍ ।ଅର୍ଥମନ୍ତ୍ରୀ କହିଛନ୍ତି, ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍‌ ଦେଉଛନ୍ତି ସରକାର । ବଜେଟ୍‌ରେ ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ର ପାଇଁ ଅଧିକ ଋଣ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏଥିରେ ଯୁବଗୋଷ୍ଠୀଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେଇ ହେବ । ସେହିଭଳି ଅଣଚମଡ଼ା ଶିଳ୍ପ ଉପରେ ଏଥର ଅଧିକ ଫୋକସ୍‌ ଦେଇଛନ୍ତି ସରକାର । ଏହି ଶିଳ୍ପ ଦ୍ବାରା ୨୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆଶା ରହିଛି ।You Can Read:୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍; ସଂସଦରେ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

Union Budget 2025 : ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି, ୭.୫ କୋଟି କର୍ମଚାରୀଙ୍କ ଉପରେ ଫୋକସ୍‌

ନୂଆଦିଲ୍ଲୀ : ସଂସଦରେ ସାଧାରଣ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲାଗତାର ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରୁଛନ୍ତି । ମୋଦି ୩.O ସରକାରଙ୍କର ଏହା ପୂର୍ଣ୍ଣାଙ୍ଗ ବଜେଟ୍ ।

ଅର୍ଥମନ୍ତ୍ରୀ କହିଛନ୍ତି, ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍‌ ଦେଉଛନ୍ତି ସରକାର । ବଜେଟ୍‌ରେ ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ର ପାଇଁ ଅଧିକ ଋଣ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏଥିରେ ଯୁବଗୋଷ୍ଠୀଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେଇ ହେବ । 

ସେହିଭଳି ଅଣଚମଡ଼ା ଶିଳ୍ପ ଉପରେ ଏଥର ଅଧିକ ଫୋକସ୍‌ ଦେଇଛନ୍ତି ସରକାର । ଏହି ଶିଳ୍ପ ଦ୍ବାରା ୨୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆଶା ରହିଛି ।

You Can Read:

୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍; ସଂସଦରେ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ