Universities Amendment Bill: ପାରିତ ହେଲା ‘ବିଶ୍ବବିଦ୍ୟାଳୟ’ ବିଲ୍; ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ

ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ । ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ । କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ସର୍ବାଧିକ ୭୦ ବର୍ଷ ବୟସ ଯାଏଁ ରହିପାରିବେ ।

Universities Amendment Bill: ପାରିତ ହେଲା ‘ବିଶ୍ବବିଦ୍ୟାଳୟ’ ବିଲ୍; ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ
Array