ହାତ ଗୋଡ଼ ବନ୍ଧା ବୃଦ୍ଧ ଉଦ୍ଧାର, ପୁଅ ବୋହୂ ଘରେ ତାଲା ପକାଇ ପଳାଇ ଥିଲେ

କଟକ : ହାତ ଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧ ହେଲେ ଉଦ୍ଧାର ।  କଟକ ସିଡିଏ ଅଞ୍ଚଳରେ ବୃଦ୍ଧଙ୍କ ହାତ ଗୋଡ଼ରେ ତାଲା ଝଞ୍ଜିର ଲଗାଇ ରଖା ଯାଉଥିଲା । ଉଦ୍ଧାର କଲା ମର୍କତନଗର ଥାନା ପୋଲିସ । ତିନି ଦିନ ହେଲା ବୃଦ୍ଧ ଏହି ଘରେ ବନ୍ଦ୍ ହୋଇ ପଡିଥିଲେ । ପୁଅ ବୋହୂ ଘର ତାଲା ପକାଇ ପଳାଇଥିଲେ । ପାଖ ପଡୋଶୀ ଏନେଇ ମର୍କତ ନଗର ଥାନାରେ ଜଣାଇଥିଲେ । ପୁଅ ବୋହୂ […] The post ହାତ ଗୋଡ଼ ବନ୍ଧା ବୃଦ୍ଧ ଉଦ୍ଧାର, ପୁଅ ବୋହୂ ଘରେ ତାଲା ପକାଇ ପଳାଇ ଥିଲେ appeared first on KNews Odisha.

ହାତ ଗୋଡ଼ ବନ୍ଧା ବୃଦ୍ଧ ଉଦ୍ଧାର, ପୁଅ ବୋହୂ ଘରେ ତାଲା ପକାଇ ପଳାଇ ଥିଲେ
oldman

କଟକ : ହାତ ଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧ ହେଲେ ଉଦ୍ଧାର ।  କଟକ ସିଡିଏ ଅଞ୍ଚଳରେ ବୃଦ୍ଧଙ୍କ ହାତ ଗୋଡ଼ରେ ତାଲା ଝଞ୍ଜିର ଲଗାଇ ରଖା ଯାଉଥିଲା । ଉଦ୍ଧାର କଲା ମର୍କତନଗର ଥାନା ପୋଲିସ । ତିନି ଦିନ ହେଲା ବୃଦ୍ଧ ଏହି ଘରେ ବନ୍ଦ୍ ହୋଇ ପଡିଥିଲେ । ପୁଅ ବୋହୂ ଘର ତାଲା ପକାଇ ପଳାଇଥିଲେ । ପାଖ ପଡୋଶୀ ଏନେଇ ମର୍କତ ନଗର ଥାନାରେ ଜଣାଇଥିଲେ । ପୁଅ ବୋହୂ ଏଭଳି ତାଲା ପକାଇ କେଉଁଆଡେ ଯାଇଥିବା କହୁଛନ୍ତି ବୃଦ୍ଧ ।

The post ହାତ ଗୋଡ଼ ବନ୍ଧା ବୃଦ୍ଧ ଉଦ୍ଧାର, ପୁଅ ବୋହୂ ଘରେ ତାଲା ପକାଇ ପଳାଇ ଥିଲେ appeared first on KNews Odisha.