UPI New Rules: କାଲିଠୁ ବନ୍ଦ ହୋଇଯିବ କି ଫୋନ୍‌ ପେ’-ଗୁଗୁଲ୍‌ ପେ’ ?

କାଲିଠୁ ପୁରୁଣା ପେନ୍‌ସନ୍‌ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ ଲାଗୁ ହେବ । ଅତିକମରେ ୨୫ ବର୍ଷ ଚାକିରୀ କରଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ପାଇବେ ।

UPI New Rules: କାଲିଠୁ ବନ୍ଦ ହୋଇଯିବ କି ଫୋନ୍‌ ପେ’-ଗୁଗୁଲ୍‌ ପେ’ ?
Array