UPSC Civil Services Results 2024: ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା; ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ
ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା । ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ । ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟରୁ BSC, ବନାରସ ହିନ୍ଦୁ ୟୁନିଭରସିଟିରୁ ପିଜି ପରେ ସିଭିଲ ସର୍ଭିସ ପାଇଁ ୭ ବର୍ଷର ସଂଘର୍ଷ।