UPSC ରେଜଲ୍ଟ ପ୍ରକାଶ; ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ, ଦ୍ବିତୀୟ ସ୍ଥାନରେ ଓଡ଼ିଶାର ଅନିମେଷ ପ୍ରଧାନ

ନୂଆଦିଲ୍ଲୀ: ପ୍ରକାଶ ପାଇଛିା ୟୁପିଏସସି ୨୦୨୩ ରେଜଲ୍ଟ । ପ୍ରଥମ ସ୍ଥାନ ଅଧିକାର କରି ୟୁପିଏସସି ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବସ୍ତବ । ଦ୍ବିତୀୟ ସ୍ଥାନରେ ଓଡ଼ିଶାର ଅନିମେଷ ପ୍ରଧାନ ରହିଛନ୍ତି । ସେହିପରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଦୋନୁର ଅନନ୍ୟ ରେଡ୍ଡୀ।ସେହିପରି ଚତୁର୍ଥ ସ୍ଥାନରେ ପି.କେ ସିଦ୍ଧାର୍ଥ ରାମକୁମାର, ପଞ୍ଚମ ସ୍ଥାନରେ ରୁହାନୀ, ଷଷ୍ଠ ସ୍ଥାନରେ ସୃଷ୍ଟି ଦାବସ, ସପ୍ତମ ସ୍ଥାନରେ ଅନମୋଲ ରାଠୋର, ଅଷ୍ଟମ ସ୍ଥାନରେ ଆଶିଷ କୁମାର, ନବମ ସ୍ଥାନରେ ନୌସିନ୍, ଦଶମ ସ୍ଥାନରେ ଐଶ୍ୱର୍ୟ୍ୟାମ ପ୍ରଜାପତି ଅଛନ୍ତି । ଏକାଦଶ ସ୍ଥାନରେ କୁସ୍ ମତୱାନି, ଦ୍ୱାଦଶ ସ୍ଥାନରେ ଅନିକେତ୍ ସାଣ୍ଡିଲ୍ୟ, ତ୍ରୟୋଦଶ ସ୍ଥାନରେ ମେଧା ଆନନ୍ଦ, ଚଦୁର୍ଦ୍ଦଶ ସ୍ଥାନରେ ଶୌର୍ୟ୍ୟ ଅରୋରା, ପଞ୍ଚଦଶ ସ୍ଥାନରେ କୁନାଲ ରସ୍ତୋଗି, ଷଷ୍ଠଦଶ ସ୍ଥାନରେ ଅୟାନ ଜୈନ, ସପ୍ତଦଶ ସ୍ଥାନରେ ସ୍ୱାତୀ ଶର୍ମା, ଅଷ୍ଟଦଶ ସ୍ଥାନରେ ୱାର୍ଦା ଖାନ୍, ଉନବିଂଶ ସ୍ଥାନରେ ଶିବମ କୁମାର, ବିଂଶ ସ୍ଥାନରେ ଅଛନ୍ତି ଆକାଶ ବର୍ମା ।  Top 25 Rankers of #UPSC 2023 enlisted hereHow many males & females candidates in top 25????????? pic.twitter.com/o3l6L54Zkj— UPSC CSE WHY (@CseWhy) April 16, 2024ୟୁପିଏସସି ୨୦୨୩ର ରେଜଲ୍ଟ upsc.gov.in ଓ upsconline.nic.inରେ ଓ୍ବେବସାଇଟରେ ଉପଲବ୍ଧ କରିଛି । ୨୦୨୩ରେ ମୋଟ୍ ୧୦୧୬ଜଣ ପରୀକ୍ଷା କୃତ

UPSC ରେଜଲ୍ଟ ପ୍ରକାଶ; ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ, ଦ୍ବିତୀୟ ସ୍ଥାନରେ ଓଡ଼ିଶାର ଅନିମେଷ ପ୍ରଧାନ

ନୂଆଦିଲ୍ଲୀ: ପ୍ରକାଶ ପାଇଛିା ୟୁପିଏସସି ୨୦୨୩ ରେଜଲ୍ଟ । ପ୍ରଥମ ସ୍ଥାନ ଅଧିକାର କରି ୟୁପିଏସସି ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବସ୍ତବ । ଦ୍ବିତୀୟ ସ୍ଥାନରେ ଓଡ଼ିଶାର ଅନିମେଷ ପ୍ରଧାନ ରହିଛନ୍ତି । ସେହିପରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଦୋନୁର ଅନନ୍ୟ ରେଡ୍ଡୀ।

ସେହିପରି ଚତୁର୍ଥ ସ୍ଥାନରେ ପି.କେ ସିଦ୍ଧାର୍ଥ ରାମକୁମାର, ପଞ୍ଚମ ସ୍ଥାନରେ ରୁହାନୀ, ଷଷ୍ଠ ସ୍ଥାନରେ ସୃଷ୍ଟି ଦାବସ, ସପ୍ତମ ସ୍ଥାନରେ ଅନମୋଲ ରାଠୋର, ଅଷ୍ଟମ ସ୍ଥାନରେ ଆଶିଷ କୁମାର, ନବମ ସ୍ଥାନରେ ନୌସିନ୍, ଦଶମ ସ୍ଥାନରେ ଐଶ୍ୱର୍ୟ୍ୟାମ ପ୍ରଜାପତି ଅଛନ୍ତି । 

ଏକାଦଶ ସ୍ଥାନରେ କୁସ୍ ମତୱାନି, ଦ୍ୱାଦଶ ସ୍ଥାନରେ ଅନିକେତ୍ ସାଣ୍ଡିଲ୍ୟ, ତ୍ରୟୋଦଶ ସ୍ଥାନରେ ମେଧା ଆନନ୍ଦ, ଚଦୁର୍ଦ୍ଦଶ ସ୍ଥାନରେ ଶୌର୍ୟ୍ୟ ଅରୋରା, ପଞ୍ଚଦଶ ସ୍ଥାନରେ କୁନାଲ ରସ୍ତୋଗି, ଷଷ୍ଠଦଶ ସ୍ଥାନରେ ଅୟାନ ଜୈନ, ସପ୍ତଦଶ ସ୍ଥାନରେ ସ୍ୱାତୀ ଶର୍ମା, ଅଷ୍ଟଦଶ ସ୍ଥାନରେ ୱାର୍ଦା ଖାନ୍, ଉନବିଂଶ ସ୍ଥାନରେ ଶିବମ କୁମାର, ବିଂଶ ସ୍ଥାନରେ ଅଛନ୍ତି ଆକାଶ ବର୍ମା ।  


ୟୁପିଏସସି ୨୦୨୩ର ରେଜଲ୍ଟ upsc.gov.in ଓ upsconline.nic.inରେ ଓ୍ବେବସାଇଟରେ ଉପଲବ୍ଧ କରିଛି । ୨୦୨୩ରେ ମୋଟ୍ ୧୦୧୬ଜଣ ପରୀକ୍ଷା କୃତ୍ତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଇଏଏସ ପାଇଁ ମୋଟ୍ ୧୮୦ଜଣ, ଆଇପିଏସ ପାଇଁ ୨୦୦ଜଣ, ଆଇଏଫଏସ ପାଇଁ ୩୭ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।