୩୦ ବର୍ଷ ପୂର୍ବେ ୫୦୦ ଟଙ୍କାର ସେୟାର କିଣି ଭୁଲିଯାଇଥିଲେ ଜେଜେ, ନାତି ପାଇଲେ ଏତେ....

ନୂଆଦିଲ୍ଲୀ ୦୩/୦୪: ଟଙ୍କାର ଖଜାନା କାହାକୁ ବା ଭଲ ନଲାଗିବ । ଅନେକ ସମୟରେ ଲୋକଙ୍କ ମନକୁ ଆସେ କାଳେ ମିଳିଯାନ୍ତା କି ଟଙ୍କା, ରାତାରାତି ହୋଇଯାନ୍ତି ମାଲାମାଲ୍ । ଥରେ ଭାବିଲେ ଯଦି କାହ ଜୀବନରେ ଏମିତି ହୁଏ ତେବେ କଣ ହେବ ସେ ବ୍ୟକ୍ତଙ୍କ ପରିସ୍ଥିତି । ବଦଳିଯାଏ ଜୀବନ, ଆସିଯଆଏ ମଜା । ଏମିତି ସମାନ ଘଟଣା ଦେଖିବାକୁ ମିଳିଛି ଚଣ୍ଡିଗଡ଼ର ଡାକ୍ତର ତନମୟ ମୋତିୱାଲାଙ୍କ ପକ୍ଷରେ । ତାଙ୍କ ଜେଜେବାପାଙ୍କ ପାଇଁ ସେ ଏବେ ବନିଯାଇଛନ୍ତି କୋଟିପତି । ୧୯୯୪ ବଣ୍ଡ ତାଙ୍କ ଜୀବନରେ ଆଣିଦେଇଛି ଖୁସି । ସୂଚନା ଥାଉକି,  ତାଙ୍କ ଜେଜେବାପା ୧୯୯୪ ମସିହାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ୫୦୦ଟଙ୍କା ମୂଲ୍ୟର ଗୋଟିଏ ବଣ୍ଡ କିଣିଥିଲେ । ହେଲେ ସେ ବିଷୟରେ ସେ ଭୁଲିଯାଇଥିଲେ । The power of holding equity ????My Grand parents had purchased SBI shares worth 500 Rs in 1994.They had forgotten about it. Infact they had no idea why they purchased it and if they even hold it.I found some such certificates while consolidating family's holdings in a… pic.twitter.com/GdO7qAJXXL— Dr. Tanmay Motiwala (@Least_ordinary) March 28, 2024ବର୍ତ୍ତମାନ ଏହାର ଡକ୍ୟୁମେଣ୍ଟ୍ ମିଳିଛି । ଏହା ପରେ ଡାକ୍ତର ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ ଯାହା ଭାଇରାଲ ହୋଇଥି

୩୦ ବର୍ଷ ପୂର୍ବେ ୫୦୦ ଟଙ୍କାର ସେୟାର କିଣି ଭୁଲିଯାଇଥିଲେ ଜେଜେ, ନାତି ପାଇଲେ ଏତେ....

ନୂଆଦିଲ୍ଲୀ ୦୩/୦୪: ଟଙ୍କାର ଖଜାନା କାହାକୁ ବା ଭଲ ନଲାଗିବ । ଅନେକ ସମୟରେ ଲୋକଙ୍କ ମନକୁ ଆସେ କାଳେ ମିଳିଯାନ୍ତା କି ଟଙ୍କା, ରାତାରାତି ହୋଇଯାନ୍ତି ମାଲାମାଲ୍ । ଥରେ ଭାବିଲେ ଯଦି କାହ ଜୀବନରେ ଏମିତି ହୁଏ ତେବେ କଣ ହେବ ସେ ବ୍ୟକ୍ତଙ୍କ ପରିସ୍ଥିତି । ବଦଳିଯାଏ ଜୀବନ, ଆସିଯଆଏ ମଜା । ଏମିତି ସମାନ ଘଟଣା ଦେଖିବାକୁ ମିଳିଛି ଚଣ୍ଡିଗଡ଼ର ଡାକ୍ତର ତନମୟ ମୋତିୱାଲାଙ୍କ ପକ୍ଷରେ । ତାଙ୍କ ଜେଜେବାପାଙ୍କ ପାଇଁ ସେ ଏବେ ବନିଯାଇଛନ୍ତି କୋଟିପତି । ୧୯୯୪ ବଣ୍ଡ ତାଙ୍କ ଜୀବନରେ ଆଣିଦେଇଛି ଖୁସି । 

ସୂଚନା ଥାଉକି,  ତାଙ୍କ ଜେଜେବାପା ୧୯୯୪ ମସିହାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ୫୦୦ଟଙ୍କା ମୂଲ୍ୟର ଗୋଟିଏ ବଣ୍ଡ କିଣିଥିଲେ । ହେଲେ ସେ ବିଷୟରେ ସେ ଭୁଲିଯାଇଥିଲେ । 


ବର୍ତ୍ତମାନ ଏହାର ଡକ୍ୟୁମେଣ୍ଟ୍ ମିଳିଛି । ଏହା ପରେ ଡାକ୍ତର ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଥିଲେ ଯାହା ଭାଇରାଲ ହୋଇଥିଲା । କାରଣ ପ୍ରତି ସେୟାରର ମୂଲ୍ୟ ଥିଲା ୧୦ ଟଙ୍କା ଲେଖାଏଁ । ତେବେ ଜେଜେ କିଣିଥିଲେ ୫୦ଟି ସେୟାର । ଯାହାର ମୂଲ୍ୟ ଏବେ ୩ ଲକ୍ଷ ୭୫ ହଜାର ଛୁଇଁଛି । 

ଦେଖିବାକୁ ଗଲେ ୩୦ ବର୍ଷ ମଧ୍ୟରେ ସେହି ୫୦୦ ଟଙ୍କାର ସେୟାରର ୭୫୦ ଗୁଣା ବୃଦ୍ଧିପାଇ ୩ ଲକ୍ଷ ୭୫ ହଜାର ଟଙ୍କା ଛୁଇଁଛି । ଭାଇରାଲେ ହୋଇଥିବା ଫଟୋଟିକୁ ସେୟାର କରିଛନ୍ତି ଡାକ୍ତର ତନ୍ମୟ ମୋତିୱାଲା । ଚଣ୍ଡିଗଡ଼ର ଶିଶୁ ରୋଗ ବିଶେଷଞ୍ଜ ଡାକ୍ତର ତନ୍ମୟ ମୋତିୱାଲା କାର୍ଯ୍ୟରତ । ଦିନେ ସେ ଘରେ ପୁରୁଣା କାଗଜପତ୍ର ଖେଳାଉଥିବା ବେଳେ ଜେଜେ କିଣିଥିବା ଏସବିଆଇ ସେୟାର ପାଇଥିଲେ । ଆଉ ତାକୁ ସେୟାର କରିଥିଲେ X ରେ ।