Vastu Tips: ଏହି ବାସ୍ତୁଦୋଷ ଦେଇଥାଏ ସରକାରୀ ଚାକିରିରେ ଅସଫଳତା
ଯଦି ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ଗୃହ ଉପରେ ନ ରୁହେ ତେବେ ସେହି ଗୃହରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ ଗୃହରେ ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ବା ଶୁଭ ପ୍ରଭାବ ପଡ଼ିଥାଏ ସେହି ଗୃହରେ ଯଦି ବି ଅନ୍ୟ କିଛି ଛୋଟ ଛୋଟ ବାସ୍ତୁଦୋଷ ଥାଏ ତେବେ ସୂର୍ଯ୍ୟଙ୍କର ଶୁଭ ପ୍ରଭାବ ଯୋଗୁଁ ସେହି ବାସ୍ତୁଦୋଷ ନଷ୍ଟ ହୋଇଯାଇଥାଏ।