Vastu Tips: ଘର ପାଇଁ ଶୁଭ, ଏଇପଟେ ହେଲେ ଜଳ ନିଷ୍କାସନ

ଯଦି ଗୃହର ମୁଖ୍ୟ ରାସ୍ତା ଦକ୍ଷିଣ ଦିଗକୁ ଥାଏ, ତେବେ ସେହି ଗୃହକୁ ଦକ୍ଷିଣ ମୁଖୀ ଗୃହ କହିବା । ଏଣୁ ଏହିପରି ଗୃହରେ ଗାଧୁଆ ଏବଂ ରୋଷେଇ ଗୃହର ଜଳ ନିଷ୍କାସନର ବ୍ୟବସ୍ଥା ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣର ପୂର୍ବ ପଟକୁ କରିବା ଶୁଭ ।

Vastu Tips: ଘର ପାଇଁ ଶୁଭ, ଏଇପଟେ ହେଲେ ଜଳ ନିଷ୍କାସନ
Array