+3 Cut-Off list out: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ; ରେଭେନ୍ସାରେ ସର୍ବାଧିକ ମାର୍କ

ଆଜି ଦିନ ୧୧ଟାରେ ଯୁକ୍ତ ୩ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ଲିଷ୍ଟ ପ୍ରକାଶ ପାଇଛି । ସବୁଠୁ ଅଧିକ କଟ ଅଫ ମାର୍କ ସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୭୫ ହଜାର ୭୨୨ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି ।

+3 Cut-Off list out: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ଲିଷ୍ଟ; ରେଭେନ୍ସାରେ ସର୍ବାଧିକ ମାର୍କ
Array