VAT ବାବଦରେ ୪ କୋଟିରୁ ଅଧିକ ଦୁର୍ନୀତି । CT GSTର ଅତିରିକ୍ତ ବାଣିଜ୍ୟକର ଅଧିକାରୀ ଗିରଫ ।

କନକ ବ୍ୟୁରୋ: ସିଟି ଜିଏସ୍‌ଟିର ଅତିରିକ୍ତ ବାଣିଜ୍ୟକର ଅଧିକାରୀ ଗିରଫ । ଅତିରିକ୍ତ ବାଣିଜ୍ୟକର ଅଧିକାରୀଙ୍କ ସହ ଦୁଇଜଣ ଗିରଫ ହୋଇଛନ୍ତି । VAT ବାବଦରେ ୪ କୋଟିରୁ ଅଧିକ ଦୁର୍ନୀତି ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଗିରଫ ଦୁଇଜଣ ବ୍ୟବସାୟୀ ବୋଲି ଜଣା ପଡ଼ିଛି । ସିଟି ଜିଏସଟିର ଏସ୍‌ଟିଓ ଅବିନାଶ ପ୍ରଧାନଙ୍କୁ  ଗିରଫ କଲା ଭିଜିଲାନ୍ସ । 